ବେତନଟୀ: ମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅଧୀନ ଭୀମଦା ଉପକଣ୍ଠ ଉଞ୍ଚଡିହ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ବାଣ ଭିଡୁଥିବାବେଳେ ହଠାତ ବାରୁଦରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା l ତେବେ ବିସ୍ଫୋରଣରେ ଆଜବେଷ୍ଟସ ଘର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବାବେଳେ ଭିତରେ ଥିବା ମହିଳା ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି l
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ଭୀମଦା ଉପକଣ୍ଠ ଉଞ୍ଚଡିହ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ବାଣ ଭିଡୁଥିବାବେଳେ ହଠାତ ବାରୁଦରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା l ତେବେ ବିସ୍ଫୋରଣରେ ଆଜବେଷ୍ଟସ ଘର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବାବେଳେ ଭିତରେ ଥିବା ମହିଳା ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ନେଇ ସୂଚନା ମିଳିଛି l ଗୁରୁତର ମହିଳା ହେଲେ ଭୀମଦା ଗ୍ରାମର ଶତ୍ରୁଘ୍ନ ମଣ୍ଡଳଙ୍କ ସ୍ତ୍ରୀ କୁଞ୍ଜଲତା (୫୨) l
ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ନେଇ ସୂଚନା ମିଳିଛି l ଗୁରୁତର ମହିଳା ହେଲେ ଭୀମଦା ଗ୍ରାମର ଶତ୍ରୁଘ୍ନ ମଣ୍ଡଳଙ୍କ ସ୍ତ୍ରୀ କୁଞ୍ଜଲତା (୫୨) l ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବଡ଼ସାହି ପୁଲିସ l