ଭୁବନେଶ୍ୱର: ଟିକେଟ ବଣ୍ଟନକୁ କେନ୍ଦ୍ର କରି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କର୍ମୀମାନେ ରବିବାର ଉତ୍ତେଜିତ ହୋଇଛନ୍ତି। ମହିଳା କଂଗ୍ରେସର ସଭାପତି ସୁମିତ୍ରା ଜେନାଙ୍କ ସମର୍ଥକମାନେ କଂଗ୍ରେସ ଭବନରେ ତାଲା ପକାଇଛନ୍ତି। କର୍ମୀମାନେ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରଦର୍ଶନ ମଧ୍ୟ କରିଥିବା ଜଣାପଡ଼ିଛି।
ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ, କଂଗ୍ରେସ ଭବନରେ ତାଲା ଝୁଲାଇଲେ ମହିଳା କର୍ମୀ
/sambad/media/post_attachments/wp-content/uploads/2018/11/congress-bhawan.jpg)