ରାଉରକେଲା: ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭାସ୍କର ଫେରୋ ଆଲୟଜ ସ୍ପଞ୍ଜ କାରଖାନାରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲୋଡିଂ ବେଳେ ହାଇୱା ଚକ ତଳେ ଚାପି ହୋଇ ଜଣେ ଖଲାସୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଖୁଣ୍ଟଗାଁର ବୈଦ ବେହେରା (୨୫)।
ଭାସ୍କର ଫେରୋ ଆଲୟଜ ସ୍ପଞ୍ଜ କାରଖାନାରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲୋଡିଂ ବେଳେ ହାଇୱା ଚକ ତଳେ ଚାପି ହୋଇ ଜଣେ ଖଲାସୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଖୁଣ୍ଟଗାଁର ବୈଦ ବେହେରା (୨୫)। ଗତ ରାତି ୨ ଟାରେ ଏହି ଅଘଟଣ ଘଟିଛି। ବୈଦ ଶୋଇଥିବା ବେଳେ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତଙ୍କଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ କାରଖାନା ପରିସରରେ ପ୍ରିୟଜନ ଦାବି କରୁଛନ୍ତି।
ଗତ ରାତି ୨ ଟାରେ ଏହି ଅଘଟଣ ଘଟିଛି। ବୈଦ ଶୋଇଥିବା ବେଳେ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତଙ୍କଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ କାରଖାନା ପରିସରରେ ପ୍ରିୟଜନ ଦାବି କରୁଛନ୍ତି।
Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/30/RQAPFmhfBYxuemGTrv0Z.jpg)