କ୍ଷତାକ୍ତ ନବଜାତ ଶିଶୁପୁତ୍ର ଉଦ୍ଧାର
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୁମାରୀ ପଞ୍ଚାୟତ ଦେଉଳି ଗାଁ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ ପିଣ୍ଢିରେ ଏକ ନବଜାତ କ୍ଷତାକ୍ତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
/sambad/media/media_files/2025/01/06/am4VsqaJWAOJ60BV2feo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)