ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ନିକଟସ୍ଥ ପଡ଼ିଆର ଏକ ଗଛରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତ ଯୁବକ ସିଲୁ ନାଏକ (୨୩) ବୋଲି ଜଣାଯାଇଛି l
ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ନିକଟସ୍ଥ ପଡ଼ିଆର ଏକ ଗଛରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତ ଯୁବକ ସିଲୁ ନାଏକ (୨୩) ବୋଲି ଜଣାଯାଇଛି l ବାପା ଛେଉଣ୍ଡ ଯୁବକ ସିଲୁ ଗରିବୀ ପାଇଁ ଆତ୍ମହତ୍ୟା କରିଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛିl ଘଟଣାସ୍ଥଳରେ ବଣାଇ ପୁଲିସ ପହଞ୍ଚି ଶବ ଜବତ କରି ବଣାଇ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି l
ବାପା ଛେଉଣ୍ଡ ଯୁବକ ସିଲୁ ଗରିବୀ ପାଇଁ ଆତ୍ମହତ୍ୟା କରିଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛିl ଘଟଣାସ୍ଥଳରେ ବଣାଇ ପୁଲିସ ପହଞ୍ଚି ଶବ ଜବତ କରି ବଣାଇ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/132Tj0j360T7PjZlOVr4.jpg)