ବାଲିଚନ୍ଦ୍ରପୁର: ଯାଜପୁରଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲର ୧୦୯ କୋଠରୀରେ ୫ ମାସ ହେବ ରହି ଆସୁଥିବା ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଅଲିଫ ସାହୁ (୩୬) ଗତକାଲି ରାତିରେ ବେକରେ ଦଉଡ଼ି ଗୁଡ଼ାଇ ସେହି କୋଠରୀର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।

Advertisment

ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲର ୧୦୯ କୋଠରୀରେ ୫ ମାସ ହେବ ରହି ଆସୁଥିବା ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଅଲିଫ ସାହୁ (୩୬) ଗତକାଲି ରାତିରେ ବେକରେ ଦଉଡ଼ି ଗୁଡ଼ାଇ ସେହି କୋଠରୀର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଯାଏ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

 ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଯାଏ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।