ସୁନ୍ଦରଗଡ଼: ସଦର ଥାନା ସାନପତ୍ରାପାଲି ଟାଙ୍ଗରମୁଣ୍ଡା ରାସ୍ତାରେ ବାଇକ ଦୁର୍ଘଟଣା। ବିଲ ଭିତରେ ଖସିପଡ଼ିଛି ବାଇକ। ଅଜଣା ଯୁବକ ମୃତ। ସଦର ଥାନା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇବା ସହ ବାଇକ ଜବତ କରି ତଦନ୍ତ ଚଲାଇଛି। ଦୁର୍ଘଟଣା ମଧ୍ଯ ରାତ୍ରରେ ଘଟିଥିବାର ଅନୁମାନ କରାଯାଇଛି।
ସଦର ଥାନା ସାନପତ୍ରାପାଲି ଟାଙ୍ଗରମୁଣ୍ଡା ରାସ୍ତାରେ ବାଇକ ଦୁର୍ଘଟଣା। ବିଲ ଭିତରେ ଖସିପଡ଼ିଛି ବାଇକ। ଅଜଣା ଯୁବକ ମୃତ। ସଦର ଥାନା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇବା ସହ ବାଇକ ଜବତ କରି ତଦନ୍ତ ଚଲାଇଛି। ଦୁର୍ଘଟଣା ମଧ୍ଯ ରାତ୍ରରେ ଘଟିଥିବାର ଅନୁମାନ କରାଯାଇଛି। ଯୁବକ ନିଜେ ଭାରସାମ୍ଯ ହରାଇ ବିଲକୁ ଖସିପଡ଼ି ପ୍ରାଣ ହରାଇଲେ ନା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ସ୍ପଷ୍ଟ ହୋଇନାହିଁ । ସକାଳୁ ଶୌଚ ପାଇଁ ଯାଇଥିବା ଲୋକେ ଯୁବକଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୃତକଙ୍କ ପରିଚୟ ଖୋଜୁଛି।
ଯୁବକ ନିଜେ ଭାରସାମ୍ଯ ହରାଇ ବିଲକୁ ଖସିପଡ଼ି ପ୍ରାଣ ହରାଇଲେ ନା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ସ୍ପଷ୍ଟ ହୋଇନାହିଁ । ସକାଳୁ ଶୌଚ ପାଇଁ ଯାଇଥିବା ଲୋକେ ଯୁବକଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୃତକଙ୍କ ପରିଚୟ ଖୋଜୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/05/dead-2025-07-05-21-11-45.jpg)