ଓଡ଼ାପଡ଼ା: ଆଜି ସକାଳ ସାଢ଼େ ୯ଟା ସମୟରେ ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ କାଉଁରିଆପାଳ ଗ୍ରାମର ବିମଳ ଖଟୁଆ(୩୦) ନାମକ ଜଣେ ଯୁବକ ନିଜ ଘର ପାଖରେ ଥିବା ଖୋଲା କୂଅରୁ ପାଣି ଆଣୁଥିବା ବେଳେ ଅସାବଧାନତାଵଶତଃ ତାଙ୍କ ଗୋଡ଼ ଖସିଯାଇ କୂଅ ମଧ୍ୟକୁ ଖସି ପଡ଼ିଥିଲେ।
ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ କାଉଁରିଆପାଳ ଗ୍ରାମର ବିମଳ ଖଟୁଆ(୩୦) ନାମକ ଜଣେ ଯୁବକ ନିଜ ଘର ପାଖରେ ଥିବା ଖୋଲା କୂଅରୁ ପାଣି ଆଣୁଥିବା ବେଳେ ଅସାବଧାନତାଵଶତଃ ତାଙ୍କ ଗୋଡ଼ ଖସିଯାଇ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ଖବରପାଇ ହିନ୍ଦୋଳ ରୋଡ ଅଗ୍ନଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିମଳଙ୍କୁ କୂଅରୁ ଉଦ୍ଧାର କରି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସେଠାରୁ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିମଳ ଖଟୁଆଙ୍କ ପରଲୋକ ଘଟିଛି।
ଖବରପାଇ ହିନ୍ଦୋଳ ରୋଡ ଅଗ୍ନଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିମଳଙ୍କୁ କୂଅରୁ ଉଦ୍ଧାର କରି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସେଠାରୁ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିମଳ ଖଟୁଆଙ୍କ ପରଲୋକ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/15/new-project-23-2025-07-15-11-53-15.jpg)