ରାଉରକେଲା: ଏକ ଅଜଣା ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ସିଭିଲ୍ ଟାଉନସିପ୍ ଅଞ୍ଚଳର ସତ୍ୟଜିତ ମିଶ୍ର(୩୧)। ଜିଆର୍ପି ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।
ଏକ ଅଜଣା ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ସିଭିଲ୍ ଟାଉନସିପ୍ ଅଞ୍ଚଳର ସତ୍ୟଜିତ ମିଶ୍ର(୩୧)। ଜିଆର୍ପି ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଶନିବାର ବିଳମ୍ବିତ ରାତିରେ ସତ୍ୟଜିତ କଲୁଙ୍ଗା ଅଞ୍ଚଳରେ ଥିବା ନିଜ ଦୋକାନ ବନ୍ଦ କରି ଫେରୁଥିଲେ। ରେଳଲାଇନ ପାରି ହେଉଥିବାବେଳେ ଏକ ଅଜଣା ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା।
ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସତ୍ୟଜିତ କଲୁଙ୍ଗା ଅଞ୍ଚଳରେ ଥିବା ନିଜ ଦୋକାନ ବନ୍ଦ କରି ଫେରୁଥିଲେ। ରେଳଲାଇନ ପାରି ହେଉଥିବାବେଳେ ଏକ ଅଜଣା ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି କଲୁଙ୍ଗା ଓ ପାନପୋଷ ମଧ୍ୟରେ ଘଟିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/05/dead-2025-07-05-21-11-45.jpg)