ସୋର: ଘରକୁ ଚିକେନ୍ ନେଇ ଫେରୁଥିଲେ। ଘରେ ଚିକେନ୍ ଫିସ୍ଟ ହୋଇଥାନ୍ତା। ହେଲେ ଚିକେନ ଫିସ୍ଟ ଅଧାରେ ରହିଗଲା। ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଚାଲିଗଲା। ଘଟଣାଟି ଘଟିଛି ସୋର ପୌରାଞ୍ଚଳ ବଢ଼େଇସାହି ନିକଟରେ। ଜଳେଶ୍ବର ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ଧରି ସୋର ପୌରାଞ୍ଚଳ ବାଳେଶ୍ୱର ନିକଟରେ ଭଡା ଘରେ ରହୁଥିବା ବେଳେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ଚଳନ୍ତି।
ଜଳେଶ୍ବର ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ଧରି ସୋର ପୌରାଞ୍ଚଳ ବାଳେଶ୍ୱର ନିକଟରେ ଭଡା ଘରେ ରହୁଥିବା ବେଳେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ଚଳନ୍ତି। ଗତକାଲି ସନ୍ଧ୍ୟାରେ ବଜାରକୁ ଚିକେନ୍ ଆଣିବାକୁ ଯାଇଥିବା ବେଳେ ଫେରିବା ବେଳେ ରେଳ ଧାରଣାରେ ଡେଇଁ ଆସୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଗତକାଲି ସନ୍ଧ୍ୟାରେ ବଜାରକୁ ଚିକେନ୍ ଆଣିବାକୁ ଯାଇଥିବା ବେଳେ ଫେରିବା ବେଳେ ରେଳ ଧାରଣାରେ ଡେଇଁ ଆସୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/20/T1CwGXlARuuXeXR3SC93.png)