କାମାକ୍ଷାନଗର: କାମାକ୍ଷାନଗର ଥାନା ରେକୁଳା ରାମିଆଳ ନଦୀରେ ଯୁବକ ନିଖୋଜ ହୋଇଥିବାର ଖବର ମିଳିଛି l ଯୁବକ ଜଣକ ହେଲେ ଜଳଯୋଗାଣ ବିଭାଗର କର୍ମଚାରୀ ପ୍ରଦୀପ୍ତ ବେହେରା l ନଦୀରେ ଥିବା ଜଳ ନିୟନ୍ତ୍ରଣ ଗେଟ୍ ସଫା କରୁଥିବା ବେଳେ ଏହି ଅଘଟଣ ଘଟିଛି l
କାମାକ୍ଷାନଗର ଥାନା ରେକୁଳା ରାମିଆଳ ନଦୀରେ ଯୁବକ ନିଖୋଜ ହୋଇଥିବାର ଖବର ମିଳିଛି l ଯୁବକ ଜଣକ ହେଲେ ଜଳଯୋଗାଣ ବିଭାଗର କର୍ମଚାରୀ ପ୍ରଦୀପ୍ତ ବେହେରା l ନଦୀରେ ଥିବା ଜଳ ନିୟନ୍ତ୍ରଣ ଗେଟ୍ ସଫା କରୁଥିବା ବେଳେ ଏହି ଅଘଟଣ ଘଟିଛି l ଅସାବଧାନତାବଶତଃ ଉକ୍ତ ଯୁବକ ନଦୀରେ ବୁଡିଯାଇଥିବା କୁହାଯାଉଛି l
ଅସାବଧାନତାବଶତଃ ଉକ୍ତ ଯୁବକ ନଦୀରେ ବୁଡିଯାଇଥିବା କୁହାଯାଉଛି l ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/22/b6aef4b7-17b6-4ad1-873b-e0e3449ce9fc-2025-07-22-11-08-08.jpg)