ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଯୁବକମାନଙ୍କ ଆତଙ୍କରାଜ । ଗାଡ଼ି ସାଇଡ ମରାକୁ ନେଇ ଅଧ ଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ଚଳାଇଲେ ଯୁବକମାନେ। ସେ ବସକୁ ଅଟକାଇଲେ ଓ ଡ୍ରାଇଭରଙ୍କୁ ପିଟିଲେ । ସେମାନେ ବସ ଭଙ୍ଗାରୁଜା କରିବା ସହ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ।
ଏଭଳି ଘଟଣା ଘଟିଛି ରାଜଧାନୀର ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାରେ । ଖବର ପାଇ ସହିଦନଗର ଥାନା ପୁଲିସ ଆକ୍ରମଣ କରୁଥିବା ୫ ଜଣକୁ ଅଟକ ରଖି ତଦନ୍ତ କରୁଛିI
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2019/02/sahidnagar_small.jpg)