ସୁନ୍ଦରଗଡ଼: ରାସ୍ତାରେ ମାତାଲ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ମଦ ପିଇଲେ ରାସ୍ତା ଉପରକୁ ଚାଲି ଆସଲେ ଆତ୍ମହତ୍ୟା କରିବା ପାଇଁ।ସୌଭାଗ୍ୟବଶତଃ ରକ୍ଷାପାଇଗଲେ। କାରଣ ପୁଲିସ ଆସିବା ପୂର୍ବରୁ ସେ ଫେରାର ମାରିଲେ। ସୁନ୍ଦରଗଡ଼ ଟାଉନ ଥାନା ବିଜୁଏକ୍ସପ୍ରେସ ୱେ ଭଜପୁର ନିକଟରର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।
ଗତକାଲି ବିଳମ୍ବିତ ରାତିରେ ଭଜପୁର ନିକଟରେ ଏହି ଯୁବତୀଙ୍କୁ କେହି ଜଣେ ଏକ କାର୍ରେ ଆଣି ସେଠାରେ ଛାଡ଼ି ଚାଲିଯାଇଥିଲେ। ଯୁବତୀ ଜଣଙ୍କ ମାତାଲ ଅବସ୍ଥାରେ ରାଜପଥରେ ଟ୍ରକ ସାମ୍ନାକୁ ଚାଲି ଆସି ଏହିଭଳି କିଛି କାମ କରୁଥିଲେ। ଦୀର୍ଘ ସମୟ ଧରି ଏହିଭଳି ଚାଲିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଫୋନ କରିବାରୁ ଯୁବତୀଜଣକ ହଠାତ୍ ଏକ ବାଇକ ଆରୋହୀଙ୍କ ସହ ଫେରାର ମାରିଥିଲେ। ହେଲେ ଯୁବତୀ ଜଣକ କିଏ ଏବଂ କେଉଁଠାର ସେସଂପର୍କରେ କିଛି ଜଣାପଡ଼ିନାହିଁ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/09/sundargarh-2025-09-09-10-58-22.jpg)