ବାରଙ୍ଗ : ବିବହାର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକା ସହ ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ବାରଙ୍ଗ ଥାନା ଅଧୀନ ଗୋଡ଼ିସାହି ପୁଲିସ ଗୋବିନ୍ଦପୁର ଗ୍ରାମର ସୁବ୍ରତ ନାଏକ(୨୪)କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ନାବାଳିକାର ମା’ ଗୋଡ଼ିସାହି ଫାଣ୍ତିରେ ଅଭିଯୋଗ କରିଥିଲେ। ଆଜି ଉଭୟ ଯୁବକ ଓ ନାବାଳିକାର ଡାକ୍ତରୀ ପରୀକ୍ଷା କରାଇବା ପରେ ଯୁବକକୁ କୋର୍ଟଚାଲାଣ କରିଛି।
ନାବାଳିକାକୁ ପ୍ରତାରଣା, ଯୁବକ ଗିରଫ
/sambad/media/post_attachments/wp-content/uploads/2019/12/arrest4.jpg)