ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ।
ଓ୍ଵାଇଏସ୍ ଆର୍ କଂଗ୍ରେସ ପାର୍ଟି ଦିନ ୧ଟା ସୁଦ୍ଧା ୧୫୦ ରୁ ଊର୍ଦ୍ଧ୍ୱ ଆସନରେ ଆଗେଇଥିବା ବେଳେ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି ମାତ୍ର ୨୩ଟି ଆସନରେ ଆଗୁଆ ରହିଥିଲା।
ମେ ୩୦ ତାରିଖ ଦିନ ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଓ୍ଵାଇଏସ୍ ଜଗନମୋହନ ରେଡ୍ଡୀ ଶପଥ ଗ୍ରହଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/jaganmohan-reddy.jpg)