ନୂଆଦିଲ୍ଲୀ : ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଓ ଅଡିଟ ରିପୋର୍ଟ ଫାଇଲ (ଯେଉଁ ଆକାଉଣ୍ଟ ପାଇଁ ଅଡିଟ ରିପୋର୍ଟ ଫାଇଲ କିରବା ଆବଶ୍ୟକ) କରିବାର ଶେଷ ତାରିଖକୁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏ ବର୍ଷ ୨ୟ ଥର ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏହି ଶେଷ ତାରିଖକୁ ବଢାଇଦିଆଯାଇଛି । ପୂର୍ବରୁ ଏହାର ଶେଷ ତାରିଖକୁ ସେପ୍ଟେମ୍ବର ୩୯ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଆୟକର ରିଟର୍ଣ୍ଣ, ଅଡିଟ ରିପୋର୍ଟ ଫାଇଲ କରିବାର ଶେଷ ତାରିଖ ଅକ୍ଟୋବର ୩୧କୁ ବଢିଲା
/sambad/media/post_attachments/wp-content/uploads/2018/07/income-tax-1532936498.jpg)