ବ୍ରହ୍ମପୁର: ଚାକିରୀ ପାଇଁ ଲାଞ୍ଚ କାରବାରରେ ୧୧୭ ଗିରଫ ଗିରଫ| ସେମାନଙ୍କ ଭିତରେ ୧୧୪ ଏସଆଇ ପରୀକ୍ଷାର୍ଥୀ | ୩ଟି ଏସି ସ୍ଲିପର ବସରେ ଯାଉଥିଲେ| ବରମୁଣ୍ଡା ବସଷ୍ଟାଣ୍ଡରୁ ଗାଡ଼ି ବାହାରିଥିଲା| ବିଜୟନଗରମକୁ ଯାଉଥିଲେ | ଏହି ସମୟରେ ୩ ଦଲାଲଙ୍କୁ ଗିରଫ କରିଛି ପୁଲିସ | ବିଜୟନଗରମରେ ସେମାନଙ୍କୁ ମିଳିଥାନ୍ତା ପ୍ରଶ୍ନପତ୍ର | ପ୍ରଶ୍ନପତ୍ର ଧରି ଭୁବନେଶ୍ୱର ଫେରିଥାନ୍ତେ | ଏଥିପାଇଁ ଜଣକ ପିଛା ୨୫ ଲକ୍ଷର ଡିଲ ହୋଇଥିଲା | ୧୦ଲକ୍ଷ ଦେଇଥିଲେ, ପରୀକ୍ଷା ପରେ ୧୫ ଲକ୍ଷ ଦେଇଥାନ୍ତେ |

Advertisment

ଚାକିରୀ ପାଇଁ ଲାଞ୍ଚ କାରବାରରେ ୧୧୭ ଗିରଫ ଗିରଫ| ସେମାନଙ୍କ ଭିତରେ ୧୧୪ ଏସଆଇ ପରୀକ୍ଷାର୍ଥୀ | ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି| ଗିରଫ ଅଭିଯୁକ୍ତଙ୍କ ନାଁରେ ଲାଗିଛି ସଂଗୀନ ଦଫା | ବିଏନଏସର ଦଫା ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨), ୩(୫) ଦଫା ଲାଗିଛି। ଏହାଛଡ଼ା ଓଡ଼ିଶା ପରୀକ୍ଷା ପରିଚାଳନାର ଧାରା ୧୧(୧) ଓ ୧୨ (୧) ବି ଲାଗିଛି |

ଏହି ଘଟଣାରେ ଆହୁରି ଅଧିକ ଦଲାଲଙ୍କ ସମ୍ପୃକ୍ତି ଧରା ପଡ଼ିଛି | ସେମାନେ ରାକେଟ ଚଳାଉଥିଲେ | ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି| ଗିରଫ ଅଭିଯୁକ୍ତଙ୍କ ନାଁରେ ଲାଗିଛି ସଂଗୀନ ଦଫା | ବିଏନଏସର ଦଫା ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨), ୩(୫) ଦଫା ଲାଗିଛି। ଏହାଛଡ଼ା ଓଡ଼ିଶା ପରୀକ୍ଷା ପରିଚାଳନାର ଧାରା ୧୧(୧) ଓ ୧୨ (୧) ବି ଲାଗିଛି |