ଧାମନଗର: ଭଦ୍ରକଜିଲ୍ଲାଧାମନଗର ଏନଏସିରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଧାରା ୧୬୩କୁ ଉଠାଇଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ ଅଞ୍ଚଳ ଅଶାନ୍ତ ହୋଇଉଠିଥିଲା। ଏହାପରେ ସେଠାରେ ଧାରା ୧୬୩ ଲଗାଯାଇଥିଲା।ପୁଲିସଡିଜିୱାଇ.ବିଖୁରାନିଆଧାମନଗର ଏନଏସିରେ ସ୍ଥିତିରସମୀକ୍ଷାକରିଥିଲେ।ସେବରିଷ୍ଠଅଧିକାରୀମାନଙ୍କସହଧାମନଗରଥାନାରେଆଲୋଚନାକରିଥିଲେ।ଏଥିରେପୂର୍ବାଞ୍ଚଳଡିଆଇଜିଓଭଦ୍ରକଏସ୍ପିମଧ୍ୟଉପସ୍ଥିତଥିଲେ।ସମୀକ୍ଷାପରେଶାନ୍ତିଶୃଙ୍ଖଳାରକ୍ଷାକରିବାକୁଡିଜିପିନିବେଦନକରିଥିଲେ।ସୋସିଆଲମିଡିଆପୋଷ୍ଟକୁନେଇଉତ୍ତେଜନାପରେସ୍ଥିତିସମୀକ୍ଷାକରାଯାଇଥିଲା।ଏହିଅବସରରେସେକହିଥିଲେ, ଅଯଥାସୋସିଆଲମିଡିଆପୋଷ୍ଟରେକମେଣ୍ଟକରନ୍ତୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/tZEDSh9lj1NZjuRiVLz6.jpg)