କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲାଭିତରକନିକାଅନ୍ତର୍ଗତରାଜେନ୍ଦ୍ରନାରାୟଣପୁରଗାଁବାଇଶିଘେରିଚାଷଜମିରୁଏକ୧୯ଫୁଟରବିଶାଳଅଜଗରଉଦ୍ଧାରହୋଇଛି। ତାକୁଭିତରକନିକାଜାତୀୟଉଦ୍ୟାନମଧ୍ୟରେରଖାଯାଇଛି।ଅଜଗରସାପଟିରମୁଣ୍ଡରେସାମାନ୍ୟଆଘାତଥିବାରୁଡ଼ିଏଫଓଙ୍କନିର୍ଦେଶଅନୁସାରେସାପକୁବଡ଼ଲୁହାପଞ୍ଜୁରୀମଧ୍ୟରେରଖାଯାଇଚିକିତ୍ସାକରାଯାଉଛି।
ସାପଟିସମ୍ପୂର୍ଣସୁସ୍ଥହୋଇଗଲେଏହାକୁଭିତରକନିକାଜଙ୍ଗଲରେଛଡ଼ାଯିବବୋଲିବନବିଭାଗପକ୍ଷରୁସୂଚନାଦିଆଯାଇଛି। ଏବେଭିତରକନିକାରେଏହିବିରାଟକାୟସାପକୁଦେଖିବାପାଇଁପର୍ଯ୍ୟଟକଙ୍କଭିଡ଼ଜମୁଥିବାପରିଲକ୍ଷିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2022/11/snake.jpg)