ରାଉରକେଲା: ପାସେଞ୍ଜର ଟ୍ରେନ ଧକାରେ ଦୁଇଭାଇଙ୍କର ମୃତ୍ୟୁ ହୋଇଛି l ମୃତ ଦୁଇ ଭାଇ ବାସନ୍ତୀ କଲୋନି ହରିପୁର ବସ୍ତିର ବୋଲି ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଘଟଣାସ୍ଥଳରୁ ଜିଆରପି ଉଭୟ ମୃତଦେହ ଉଦ୍ଧାର କରିଛି।
ପାସେଞ୍ଜର ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କର ଜୀବନ
ପାସେଞ୍ଜର ଟ୍ରେନ ଧକାରେ ଦୁଇଭାଇଙ୍କର ମୃତ୍ୟୁ ହୋଇଛି l ମୃତ ଦୁଇ ଭାଇ ବାସନ୍ତୀ କଲୋନି ହରିପୁର ବସ୍ତିର ବୋଲି ଜଣାଯାଇଛି। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଘଟଣାସ୍ଥଳରୁ ଜିଆରପି ଉଭୟ ମୃତଦେହ ଉଦ୍ଧାର କରିଛି।
/sambad/media/media_files/2025/09/24/untitled-2025-09-24-09-08-53.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)