ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ମାଓବାଦୀ ଗୁଳିବିନିମୟରେ ୨ କ୍ଯାଡର୍ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୋଣ୍ଡାଗାଓଁ-ନାରାୟଣପୁର ସୀମା ବରଗୁମ ଜଂଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଡିଭିସିଏମ ଓ ଜଣେ ଏସିଏମ୍ କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ଘଟିଛି। 

Advertisment

କୋଣ୍ଡାଗାଓଁ-ନାରାୟଣପୁର ସୀମା ବରଗୁମ ଜଂଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଡିଭିସିଏମ ଓ ଜଣେ ଏସିଏମ୍ କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଲଧର ଓ ଏସିଏମ୍ କ୍ୟାଡର୍ ରାମେ। ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ନାଁରେ ଯଥାକ୍ରମ‌େ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଡିଆରଜି ଓ ବସ୍ତର ଫାଇଟର୍ସ ପକ୍ଷରୁ ଗତକାଲି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।

ମୃତକ ହେଲେ ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଲଧର ଓ ରାମେ। ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ନାଁରେ ଯଥାକ୍ରମ‌େ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଡିଆରଜି ଓ ବସ୍ତର ଫାଇଟର୍ସ ପକ୍ଷରୁ ଗତକାଲି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।