ରାଉରକେଲା: ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଚକ୍ରଧରପୁର-ରାଉରକେଲା ମଧ୍ୟରେ ଦୁଇଟି ଅଣସଂକ୍ଷିତ ସ୍ବତନ୍ତ୍ର ଟ୍ରେନ୍ ଚାଲିବ। ଏହି ଦୁଇଟି ଟ୍ରେନ୍ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ ଘଟିକାରେ ରାଉରକେଲା ଷ୍ଟେସନ ଛାଡ଼ିବ। ଅପରାହ୍ଣ ସାଢ଼େ ୧୨ଟାରେ ଚକ୍ରଧରପୁର ଷ୍ଟେସନରେ ରହିବ।
ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ ଘଟିକାରେ ରାଉରକେଲା ଷ୍ଟେସନ ଛାଡ଼ିବ। ଅପରାହ୍ଣ ସାଢ଼େ ୧୨ଟାରେ ଚକ୍ରଧରପୁର ଷ୍ଟେସନରେ ରହିବ। ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ।
ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ। ଅପରାହ୍ଣ ସାଢ଼େ ୩ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍ ରାଉରକେଲା-ଚକ୍ରଧରପୁର ମଧ୍ୟରେ ଜରେଇକେଲା, ମନୋହରପୁର ଓ ପୋସୋଇତା ଷ୍ଟେସନରେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/08/PzgG3cdCxg2263vlNk6i.jpeg)