ତିହିଡ଼ିଭଦ୍ରକଜିଲ୍ଲାତିହିଡ଼ିବ୍ଲକ୍ନୂଆନନ୍ଦପଞ୍ଚାୟତହାଟୁଆରୀରେପାଟୁଆନାଚବେଳେ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହାଟୁଆରୀ ଗ୍ରାମର ରଜତ କୁମାର ମହାଳିକ(୨୫)ଓ ପାଗଳ କୁମାର ମହାଳିକ(୨୫)। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

Advertisment

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଥିଲେ। ସେମାନେ ହେଲେ; ସ୍ଥାନୀୟ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଓ ଆରସା ଗ୍ରାମର ଶରତ ଓରଫ୍‌ କାହ୍ନୁଆ ମହାଳିକ (୨୭)। ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ମା’ କଣ୍ଟି ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ପାଟୁଆମାନେ ଡିଜେ ବଜାଇ ନାଚି ନାଚି ଯାଉଥିଲେ।  ସ୍ଥାନୀୟ ତୋରଣପଦା ଛକରେ କେତେକ ଯୁବକ ଡିଜେ ଗାଡ଼ି ଉପରକୁ ଚଢ଼ି ପତାକା ଉଡ଼ାଉଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଡିଜେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପ୍ରାଣ ବିକଳରେ ସମସ୍ତେ ଧାଁଧପଡ଼ କରିଥିଲେ। ମାନସ ଓ କାହ୍ନୁଆ ଯାଇ ନପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ୧୧କେଭିବିଦ୍ୟୁତ୍ତାରସଂସ୍ପର୍ଶରେଡିଜେଗାଡ଼ିରେନିଆଁଲାଗିଯିବାରୁ୨ଜଣଶ୍ରଦ୍ଧାଳୁଜିଅନ୍ତାଜଳିଯାଇଥିଲେ।ସେମାନେହେଲେ; ସ୍ଥାନୀୟହାଟୁଆରିଗ୍ରାମରମାନସମଲ୍ଲିକ (୨୦) ଆରସାଗ୍ରାମରଶରତଓରଫ୍କାହ୍ନୁଆମହାଳିକ (୨୭)। ପବିତ୍ରବିଷୁବସଂକ୍ରାନ୍ତିଅବସରରେମାକଣ୍ଟିମଙ୍ଗଳାଙ୍କବାର୍ଷିକଉତ୍ସବପାଳନହେଉଥିଲା।ଏହିପରିପ୍ରେକ୍ଷୀରେପାଟୁଆମାନେଡିଜେବଜାଇନାଚିନାଚିଯାଉଥିଲେ।ସ୍ଥାନୀୟତୋରଣପଦାଛକରେକେତେକଯୁବକଡିଜେଗାଡ଼ିଉପରକୁଚଢ଼ିପତାକାଉଡ଼ାଉଥିବାବେଳେ୧୧କେଭିବିଦ୍ୟୁତ୍ତାରସଂସ୍ପର୍ଶରେଆସିଥିଲେ।ଫଳରେଡିଜେଗାଡ଼ିରେନିଆଁଲାଗିଯାଇଥିଲା।ପ୍ରାଣବିକଳରେସମସ୍ତେଧାଁଧପଡ଼କରିଥିଲେ।ମାନସକାହ୍ନୁଆଯାଇନପାରିଜୀବନ୍ତଦଗ୍ଧହୋଇଯାଇଥିଲେ।ଏହିଘଟଣାରେଜଣଗୁରୁତରଆହତହୋଇଥିଲେ।ସମସ୍ତଙ୍କୁଜିଲ୍ଲାମୁଖ୍ୟଚିକିତ୍ସାଳୟରେଭର୍ତ୍ତିକରାଯାଇଥିଲା।ଡିଜେଗାଡ଼ିମଧ୍ୟସଂପୂର୍ଣ୍ଣଜଳିଯାଇଥିଲା।