ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟ ନିକଟରେ ଏକ ଟ୍ରାକ୍ଟର ଓଲଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି। ମୃତକ ହେଲା ଗନାର ଝାଁକର (୨୫) ଓ ଟିକେଶ ଛତ୍ରିଆ (୨୮)। ଉଭୟଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ସୂଚନା ରହିଛି।

Advertisment

accident