ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ଅଭିମୁଖେ ଅଶୋଧିତ ତେଲ ନେଇ ଏକ ଜାହାଜ ଆସୁଥିବା ଜଣାଯାଇଛି। ଏହି ଜାହାଜରେ ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା ରହିଛି। ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ କୁହାଯାଇଛି।
ପାରାଦୀପ ବନ୍ଦର ଅଭିମୁଖେଗ ଅଶୋଧିତ ତେଲ ନେଇ ଏକ ଜାହାଜ ଆସୁଥିବା ଜଣାଯାଇଛି। ଏହି ଜାହାଜରେ ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା ରହିଛି। ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ କୁହାଯାଇଛି। ଏହି ଜାହାଜଟି କୋରିଆରୁ ଅଶୋଧିତ ତେଲ ନେଇ ଆସୁଥିବାର ସୂଚନା ରହିଛି। ଏଥିରେ ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବରଙ୍କ ବ୍ୟତୀତ ୨ ଜଣ ଭାରତୀୟ, ଜଣେ ଥାଇଲାଣ୍ଡ ଏବଂ ଜଣେ ଶ୍ରୀଲଙ୍କାର ନାଗରିକ ଥିବା ନେଇ ମେରାଇନ ପୁଲିସକୁ ଅବଗତ କରାଯାଇଛି।
ଏହି ଜାହାଜଟି କୋରିଆରୁ ଅଶୋଧିତ ତେଲ ନେଇ ଆସୁଥିବାର ସୂଚନା ରହିଛି। ଏଥିରେ ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବରଙ୍କ ବ୍ୟତୀତ ୨ ଜଣ ଭାରତୀୟ, ଜଣେ ଥାଇଲାଣ୍ଡ ଏବଂ ଜଣେ ଶ୍ରୀଲଙ୍କାର ନାଗରିକ ଥିବା ନେଇ ମେରାଇନ ପୁଲିସକୁ ଅବଗତ କରାଯାଇଛି। ଖାଲି ସେତିକି ନୁହେଁ, ସିଆଇଏସଏଫ୍ ଓ କଷ୍ଟମ ବିଭାଗକୁ ମଧ୍ୟ ଏନେଇ ଅବଗତ କରାଯାଇଛି।
paradip
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Paradip-Port-696x357.jpg)