ସୁନ୍ଦରଗଡ଼: ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି। ଖଣି ନିର୍ଦ୍ଦେଶକଙ୍କ ରିପୋର୍ଟ ତଲବ ଓ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀ। ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ମଧ୍ୟ ଚଢ଼ଉ ଚାଲିଛି।
ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି। ଖଣି ନିର୍ଦ୍ଦେଶକଙ୍କ ରିପୋର୍ଟ ତଲବ ଓ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀ। ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ମଧ୍ୟ ଚଢ଼ଉ ଚାଲିଛି। ଏଣେ କନିକାସ୍ଥ ଆରୟନ କୋଲ ୱାସେରିରେ ଖଣି ଉପନିର୍ଦ୍ଦେଶକ, ଉପଜିଲ୍ଲାପାଳ ଓ ପୁଲିସ ଚଢ଼ଉ ଆରମ୍ଭ କରିଛି ଟିମ୍।
ଏଣେ କନିକାସ୍ଥ ଆରୟନ କୋଲ ୱାସେରିରେ ଖଣି ଉପନିର୍ଦ୍ଦେଶକ, ଉପଜିଲ୍ଲାପାଳ ଓ ପୁଲିସ ଚଢ଼ଉ ଆରମ୍ଭ କରିଛି ଟିମ୍। ମାଫିଆମାନେ ତେଲେନଡିହି, ରତନସରା ଓ ଭୋଗ୍ରାକଛାର ଚୋରା ଖଣିରୁ କୋଇଲା ନେଇ କୁଆଡ଼େ ଚାଲାଣ କରିଛନ୍ତି, ତାହା ଖୋଜୁଛି ସ୍ୱତନ୍ତ୍ର ଟିମ୍।
raid