ବ୍ରହ୍ମପୁର: ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ୮) ମହିଳାମାନଙ୍କୁସୁଭଦ୍ରାଯୋଜନାରଦ୍ଵିତୀୟକିସ୍ତିଟଙ୍କାମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତସ୍ୱତନ୍ତ୍ରକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏହିକିସ୍ତିଟଙ୍କାପ୍ରଦାନ କରିଛନ୍ତି| ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓପ୍ରଭାତୀପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଛନ୍ତି। ଆଜି ପାଖାପାଖି୧କୋଟି୬୩ ହଜାର ହିତାଧିକାରୀଙ୍କୁସୁଭଦ୍ରାଟଙ୍କାମିଳିଛି |
ମହିଳା ଦିବସ ଅବସରରେ (ମାର୍ଚ୍ଚ୮) ମହିଳାମାନଙ୍କୁସୁଭଦ୍ରାଯୋଜନାରଦ୍ଵିତୀୟକିସ୍ତିଟଙ୍କାମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତସ୍ୱତନ୍ତ୍ରକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏହିକିସ୍ତିଟଙ୍କାପ୍ରଦାନ କରିଛନ୍ତି| ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓପ୍ରଭାତୀପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଛନ୍ତି। ଆଜି ପାଖାପାଖି୧କୋଟି୬୩ ହଜାର ହିତାଧିକାରୀଙ୍କୁସୁଭଦ୍ରାଟଙ୍କାମିଳିଛି |
ଉଲ୍ଲେଖଥାଉକି୪ଟିପର୍ଯ୍ୟାୟରେ୯୮ଲକ୍ଷମହିଳାଙ୍କୁସୁଭଦ୍ରାଟଙ୍କାମିଳିଥିବାବେଳେ୨ଲକ୍ଷହିତାଧିକାରୀଙ୍କଆକାଉଣ୍ଟକୁବ୍ୟାଙ୍କରେସମସ୍ୟାଯୋଗୁଁଟଙ୍କାଯାଇପାରିନଥିଲା | ବିଶେଷକରିଏନପିସିଆଇସମସ୍ୟାଯୋଗୁଁ୨ଲକ୍ଷହିତାଧିକାରୀଙ୍କଆକାଉଣ୍ଟକୁଟଙ୍କାଯାଇପାରିନଥିବାବେଳେମାର୍ଚ୍ଚ୮ରେଏମାନଙ୍କୁଏକାସାଙ୍ଗରେଦୁଇଟିକିସ୍ତିରଟଙ୍କାମିଳିବ| ସେହିଭଳିଯେଉଁମାନେପ୍ରଥମକିସ୍ତିପାଇଥିଲେ, ସେମାନଙ୍କୁଦ୍ଵିତୀୟକିସ୍ତିଟଙ୍କାପାଇବେ ବୋଲି ଉପମୁଖ୍ୟମନ୍ତ୍ରୀପ୍ରଭାତୀପରିଡ଼ା ପୂର୍ବରୁ ସୂଚନା ଦେଇଥିଲେ|