ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଝାଡ଼ାବାନ୍ତିରେ ଚାଲିଗଲାଣି ୩ ଜୀବନ। ସୂଚନା ଅନୁଯାୟୀ ସିଙ୍ଗାଖୁଣ୍ଟା ପଞ୍ଚାୟତ ଶିମିଳିଖୁଲ ଗ୍ରାମରେ ଝାଡ଼ାବାନ୍ତିରେ ଇତିମଧ୍ୟରେ ୩ ଜଣଙ୍କ ଜୀବନହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ପୁରୁଷ ଓ ଜଣେ ମହିଳା। ଏବେ ବି ୮ରୁ ୧୦ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଖାଲି ସେତିକି ନୁହେଁ, ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ତେବେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି।
ସୋର ବ୍ଲକରେ ଝାଡ଼ାବାନ୍ତିରେ ଗଲାଣି ୩ ଜୀବନ
ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଝାଡ଼ାବାନ୍ତିରେ ଚାଲିଗଲାଣି ୩ ଜୀବନ। ସୂଚନା ଅନୁଯାୟୀ ସିଙ୍ଗାଖୁଣ୍ଟା ପଞ୍ଚାୟତ ଶିମିଳିଖୁଲ ଗ୍ରାମରେ ଝାଡ଼ାବାନ୍ତିରେ ଇତିମଧ୍ୟରେ ୩ ଜଣଙ୍କ ଜୀବନହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ପୁରୁଷ ଓ ଜଣେ ମହିଳା।
/sambad/media/media_files/iGo0sWy04gQoSdpEXQXZ.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)