ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା  ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

Advertisment

ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା  ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପ୍ରଥମଙ୍କ ନାମରେ ୨୫ ଲକ୍ଷ, ଦ୍ବିତୀୟଙ୍କ ନାମରେ ୨୦ ଲକ୍ଷ ଓ ତୃତୀୟ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।  ଆଜି ସକାଳେ ସେମାନଙ୍କୁ ଏନକାଉଣ୍ଟର୍ କରାଯାଇଥିଲା।

ପ୍ରଥମଙ୍କ ନାମରେ ୨୫ ଲକ୍ଷ, ଦ୍ବିତୀୟଙ୍କ ନାମରେ ୨୦ ଲକ୍ଷ ଓ ତୃତୀୟ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।  ଆଜି ସକାଳେ ସେମାନଙ୍କୁ ଏନକାଉଣ୍ଟର୍ କରାଯାଇଥିଲା।

maoists