ଛତ୍ରପୁର: ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ କୌଣସି କାରଣବଶତଃ ଲାଗିଲା ନିଆଁ| ଗାଡ଼ିରେ ଥିଵା ୩୦ରୁ ଅଧିକ ବ୍ୟାଟେରି ସ୍କୁଟି ନିଆଁ ଲାଗି ନଷ୍ଟ ହୋଇଯାଇଛି| ଛତ୍ରପୁରର ଦୁଇ ଦମକଳ ଗାଡ଼ି ନିଆଁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। ପ୍ରାୟ ଏକ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା |
ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ କୌଣସି କାରଣବଶତଃ ଲାଗିଲା ନିଆଁ| ଗାଡ଼ିରେ ଥିଵା ୩୦ରୁ ଅଧିକ ବ୍ୟାଟେରି ସ୍କୁଟି ନିଆଁ ଲାଗି ନଷ୍ଟ ହୋଇଯାଇଛି| ଛତ୍ରପୁରର ଦୁଇ ଦମକଳ ଗାଡ଼ି ନିଆଁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। ପ୍ରାୟ ଏକ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା | ଗାଡ଼ିର ସର୍ଟ ସର୍କିଟ ପାଇଁ ଏହି ନିଆଁ ଲାଗିଥିବା ଜଣାଯାଇଛି | ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶର ସମପେଣ୍ଠାକୁ ଗାଡ଼ିଟି ଯାଉଥିବାର ସୂଚନା ରହିଛି |
ଗାଡ଼ିର ସର୍ଟ ସର୍କିଟ ପାଇଁ ଏହି ନିଆଁ ଲାଗିଥିବା ଜଣାଯାଇଛି | ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶର ସମପେଣ୍ଠାକୁ ଗାଡ଼ିଟି ଯାଉଥିବାର ସୂଚନା ରହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/08/rt-2025-08-08-14-10-44.jpg)