ସୁନ୍ଦରଗଡ଼: ସୁନ୍ଦରଗଡ଼ସହରଆରଏଚଏସକଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବ୍ୟାଟେରିବାଇକହେଲାକାଳ। ବ୍ୟାଟେରିବାଇକଚାର୍ଜକରୁକରୁସର୍ଟସର୍କିଟରୁଜଳିଗଲାଅନ୍ୟବାଇକ୍।ଘରଭିତରେହଠାତଜଳିଗଲାବାଇକ୍।

Advertisment

ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍।

ସୁନ୍ଦରଗଡ଼ସହରଆରଏଚଏସକଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବ୍ୟାଟେରିବାଇକହେଲାକାଳ। ବ୍ୟାଟେରିବାଇକଚାର୍ଜକରୁକରୁସର୍ଟସର୍କିଟରୁଜଳିଗଲାଅନ୍ୟବାଇକ୍।ଘରଭିତରେହଠାତଜଳିଗଲାବାଇକ୍।ଫଳରେଟିବାଇକଜଳିଯିବାସହଘରମଧ୍ୟନଷ୍ଟହୋଇଛିଖବରପାଇଦମକଳବାହିନୀପହଞ୍ଚିନିଆଁକୁଆୟତ୍ତକରିଛନ୍ତି।ଟିବ୍ୟାଟେରିବାଇକ୍ , ଟିନର୍ମାଲବାଇକଗୋଟିଏସାଇକେଲଜଳିଯାଇଛି।