ଯାଜପୁର: ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଆଜି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି । ଆଜି ସକାଳେ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନ ରେ ପହଞ୍ଚିଛନ୍ତି।
ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଆଜି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି । ଆଜି ସକାଳେ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନ ରେ ପହଞ୍ଚିଛନ୍ତି।
ପହଞ୍ଚିବା ପରେ ସେଦିନର ସେହି ଛାତିଥରା ଘଟଣାକୁ ବଖାଣିଛନ୍ତି। ତେବେ ବୁଲିବାକୁ ୧୧ ଜଣ ଯାଇଥିବା ବେଳେ ଆଜି ୪ ଜଣ ଫେରିଛୁ ବୋଲି କହିଛନ୍ତି ଫେରିଥିବା ଇତିଶ୍ରୀଙ୍କ ଦୁଇ ଭଉଣୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/02/vCFlYx8cuyDeL9GZplRB.jpg)