ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଆଜି ହେମଗିରି ଥାନା ଅଞ୍ଚଳରେ ଘଟିଥିବା ୨୦୨୧ ମସିହାର ଏକ ମାମଲାର ଶୁଣାଣି କରିଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଜିତେନ ଲୋହାରକୁ ୫ ବର୍ଷ ସଶ୍ରମ କାରଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି।
ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଆଜି ହେମଗିରି ଥାନା ଅଞ୍ଚଳରେ ଘଟିଥିବା ୨୦୨୧ ମସିହାର ଏକ ମାମଲାର ଶୁଣାଣି କରିଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଜିତେନ ଲୋହାରକୁ ୫ ବର୍ଷ ସଶ୍ରମ କାରଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ କଲେ ଆହୁରି ୭ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଜରିମାନା ଅନାଦେୟ କଲେ ଆହୁରି ୭ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ନାବାଳିକାଙ୍କର ପରିବାରକୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/COURT-ORDER-JUSTICE-LAW-INSIDER.jpg)