ଭୁବନେଶ୍ବର: ଆଜି ୫ଟିକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଧାୟକଭାସ୍କରମଢେଇ୫ଟିସ୍କୁଲରେଦୁର୍ନୀତିରତଦନ୍ତହୋଇଛିକିଏବଂଦୁର୍ନୀତିରତଦନ୍ତଦାବିକରିଛନ୍ତିବିଧାୟକ।ଏହାର ଉତ୍ତରରଖିବିଦ୍ୟାଳୟଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,ଯେଉଁଠି ୫ଟି ସ୍କୁଲରେଦୁର୍ନୀତିରଅଭିଯୋଗଆସିଛି, ତେବେସେଠାରେତଦନ୍ତହୋଇଛି।ଆଗକୁବିଯଦିଦୁର୍ନୀତିହୋଇଥିବାନଜରକୁଆସିବ,ବିଭାଗତାରଅନୁଧ୍ୟାନକରିବଏବଂଦୃଢକାର୍ଯ୍ୟାନୁଷ୍ଠାନଗ୍ରହଣକରିବ। 

Advertisment

ଯେଉଁଯେଉଁସ୍ଥାନରେ୫ଟିରେଦୁର୍ନୀତିହୋଇଛି, ସେସବୁକୁଉଚ୍ଚସ୍ତରୀୟତଦନ୍ତନିର୍ଦେଶଦେବାକୁଦାବିକରିଛନ୍ତିବିଜେପିବିଧାୟକସନାତନବିଜୁଳି। ସେ କହିଛନ୍ତି, ବିନାଟେଣ୍ଡରରେ୫ଟିକାମହୋଇଛି।୫ଟିରେଫାଟଦେଖାଗଲାଣି। ୫ଟିବିଲଡିଂରେବଡ଼ଦୁର୍ନୀତିହୋଇଛି। ଏହାରଉଚ୍ଚସ୍ତରୀୟତଦନ୍ତନିର୍ଦ୍ଦେଶଦିଅନ୍ତୁସରକାର।ଏହାକୁନେଇବିଦ୍ୟାଳୟଗଣଶିକ୍ଷାମନ୍ତ୍ରୀକହିଛନ୍ତି,  ଗୁରୁତରସହବିଭାଗବିଚାରକରୁଛି। ଯଦିଆବଶ୍ୟକପଡେ, ନିର୍ଦ୍ଧିଷ୍ଟଅଭିଯୋଗଆସିଲେବିଭାଗବିଚାରକରିବବୋଲିଉତ୍ତରଦେଇଛନ୍ତିବିଭାଗୀୟମନ୍ତ୍ରୀ। 

ଏହିପ୍ରସଙ୍ଗରେପ୍ରଶ୍ନକରିଉଦବେଗପ୍ରକାଶକରିଛନ୍ତିକଟକ ବାରବାଟୀବିଧାୟିକା।୫ଟିସ୍କୁଲରୂପାନ୍ତରିତପାଇଁକେତେଖର୍ଚ୍ଚହୋଇଛି ବୋଲିତାଙ୍କପ୍ରଶ୍ନରେଉତ୍ତରରଖିବିଦ୍ୟାଳୟଗଣଶିକ୍ଷାମନ୍ତ୍ରୀକହିଛନ୍ତି, ୫ଟିରେରୂପାନ୍ତରିକରଣପାଇଁଖର୍ଚ୍ଚହୋଇଛିହଜାରକୋଟିଟଙ୍କା।୨୦୨୦-୨୧ବର୍ଷରେ୨୧ଲକ୍ଷହଜାର୭୯୬ପିଲାଥିବାବେଳେ୨୩-୨୪ରେ୨୧ଲକ୍ଷ୧୦ହଜାର୪୯୩ପିଲାଥିଲେ

ଯେଉଁଯେଉଁସ୍ଥାନରେ୫ଟିରେଦୁର୍ନୀତିହୋଇଛି, ସେସବୁକୁଉଚ୍ଚସ୍ତରୀୟତଦନ୍ତନିର୍ଦେଶଦେବାକୁଦାବିକରିଛନ୍ତିବିଜେପିବିଧାୟକସନାତନବିଜୁଳି। ସେ କହିଛନ୍ତି, ବିନାଟେଣ୍ଡରରେ୫ଟିକାମହୋଇଛି।୫ଟିରେଫାଟଦେଖାଗଲାଣି। ୫ଟିବିଲଡିଂରେବଡ଼ଦୁର୍ନୀତିହୋଇଛି।ଏହାରଉଚ୍ଚସ୍ତରୀୟତଦନ୍ତନିର୍ଦ୍ଦେଶଦିଅନ୍ତୁସରକାର।ଏହାକୁନେଇବିଦ୍ୟାଳୟଗଣଶିକ୍ଷାମନ୍ତ୍ରୀକହିଛନ୍ତି,  ଗୁରୁତରସହବିଭାଗବିଚାରକରୁଛି। ଯଦିଆବଶ୍ୟକପଡେ, ନିର୍ଦ୍ଧିଷ୍ଟଅଭିଯୋଗଆସିଲେବିଭାଗବିଚାରକରିବବୋଲିଉତ୍ତରଦେଇଛନ୍ତିବିଭାଗୀୟମନ୍ତ୍ରୀ