ଭୁବନେଶ୍ବର: ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଏମାନେ ରାଜଧାନୀରେବଡ଼ଧରଣରସାଇବରଠକେଇ ପାଇଁପ୍ରିପ୍ଲାନ କରୁଥିବା ବେଳେଚଢ଼ାଉକରିଥିଲାକମିଶନରେଟପୁଲିସରସାଇବରଟିମ।ସୁନ୍ଦରପଦାରକାଞ୍ଚନଟାୱାରଆପାର୍ଟମେଣ୍ଟରେଚଢ଼ାଉକରିଏକାଧିକଲୋକଙ୍କୁଅଟକରଖିପଚରାଉଚରାକରୁଥିଲାପୁଲିସ।ଆପାର୍ଟମେଣ୍ଟଦ୍ୱିତୀୟମହଲରେଥିବା୨୦୫ନମ୍ବରଫ୍ଲାଟରେଚାଲିଥିଲାଚଢ଼ାଉ।
ଫେକକଲସେଣ୍ଟରକରିଲୋକଙ୍କୁଲଗାଯାଉଥିଲାଚୁନା।ସିମବକ୍ସଭଳିଦେଖାଯାଉଥିବାକିଛିଡିଭାଇସଠାବହୋଇଥିଲା। ୬ ସାଇବର୍ ଠକଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ କମିଶନରେଟପୁଲିସରସାଇବରଟିମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/18/YDqIpaiZsl0wcW5fsabg.jpeg)