ମାଲକାନଗିରି: ଭୁଶୁଡ଼ୁଛି ମାଓ ଦୁର୍ଗ। ଅସ୍ତ୍ର ଛାଡ଼ିଲେ ୭୧ ମାଓବାଦୀ। ଛତିଶଗଡ଼ର ଦାନ୍ତେୱାଡା ପୁଲିସକୁ ବଡ଼ ସଫଳତା। ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହି ୭୧ ମାଓବାଦୀଙ୍କ ମଧ୍ଯରେ ୩୦ କ୍ଯାଡର ଥିବା ଜଣାଯାଇଛି। ଗତ ୨୦ ମାସରେ ପ୍ରାୟ ୨୦୦୦ ମାଓବାଦୀ ଆତ୍ମସମର୍ପଣ କରିଥିବା ନଜରକୁ ଆସିଛି।
ଭୁଶୁଡ଼ୁଛି ମାଓ ଦୁର୍ଗ, ୭୧ ମାଓବାଦୀଙ୍କ ଆତ୍ମସମର୍ପଣ
ଭୁଶୁଡ଼ୁଛି ମାଓ ଦୁର୍ଗ। ଅସ୍ତ୍ର ଛାଡ଼ିଲେ ୭୧ ମାଓବାଦୀ। ଛତିଶଗଡ଼ର ଦାନ୍ତେୱାଡା ପୁଲିସକୁ ବଡ଼ ସଫଳତା।ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)