ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ୟାଙ୍କ ଛକରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ଉତ୍ତେଜନା ପରିଲକ୍ଷିତ ହୋଇଛିl
ବଡ଼ଗାଁରେ ଆଜି ସାଢେ ଦିନ ୧୧ଟା ସମୟରେ ଏକ ଦୁର୍ଘଟଣା ଘଟିଛି l
ବଡ଼ଗାଁ ବ୍ୟାଙ୍କ ଛକରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ଉତ୍ତେଜନା ପରିଲକ୍ଷିତ ହୋଇଛିl ବଡ଼ଗାଁରେ ଆଜି ସାଢେ ଦିନ ୧୧ଟା ସମୟରେ ଏକ ଦୁର୍ଘଟଣା ଘଟିଛି l ସାହାଜବାହାଲର ଜଣେ ଛୋଟ ଦୋକାନୀ ବନମାଳୀ କାକ(୩୫) ବଡ଼ଗାଁ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇ ଫେରୁଥିବା ବେଳେ ଅଜଣା ହଇଓ୍ବା ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଘଟଣାରେ ଉତ୍ତେଜନା ସୃଷ୍ଟି ହୋଇଛି l
ସାହାଜବାହାଲର ଜଣେ ଛୋଟ ଦୋକାନୀ ବନମାଳୀ କାକ(୩୫) ବଡ଼ଗାଁ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇ ଫେରୁଥିବା ବେଳେ ଅଜଣା ହଇଓ୍ବା ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଘଟଣାରେ ଉତ୍ତେଜନା ସୃଷ୍ଟି ହୋଇଛି l