ସୁନ୍ଦରଗଡ଼: ହେମଗିରି ଥାନା ଛତାବର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ସହ ବୋଲେରର ଧକ୍କାରେ ଜଣେ ମୃତ, ୫ ଆହତ।
ହେମଗିରି ଥାନା ଛତାବର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ସହ ବୋଲେରୋ ଧକ୍କାରେ ଜଣେ ମୃତ, ୫ ଆହତ।ବିଳମ୍ବିତ ରାତିରେ ବାଙ୍କିବାହାଲ - ଟପରିଆ ରାସ୍ତାର ଛତାବର ନିକଟରେ ଦୁର୍ଘଟଣା ଘଟିଛି। ଆହତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବୋଲେରୋଟି ତେଲେନଡିହିର ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ମିଳିନାହିଁ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବାଙ୍କିବାହାଲ - ଟପରିଆ ରାସ୍ତାର ଛତାବର ନିକଟରେ ଦୁର୍ଘଟଣା ଘଟିଛି । ଆହତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବୋଲେରୋଟି ତେଲେନଡିହିର ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ମିଳିନାହିଁ। ପୁଲିସ ଘଟଣାସ୍ଥଳରେ.ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/29/elzKLgeHDKACa9AJi1jt.jpg)