ପର୍ଜଙ୍ଗ: ଆଜି ଢେଙ୍କାନାଳଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫୩ ନମ୍ୱର ଜାତୀୟ ରାଜପଥର ଖଇରାମୁଣ୍ଡା ଟୋଲଗେଟର ୫୦୦ ମିଟର ଦୂରରେ ଏକ ମୋଟର ସାଇକେଲକୁ ଯାତ୍ରୀବାହୀ ବସ୍ ପଛପଟୁ ଧକ୍କା ଦେବାରୁ ତିନିଜଣଙ୍କ ମୃତ୍ୟୁ ଘଟିଛି। ଏଣେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ତିନି ମୃତକ ହେଲେ ସାଗର ପ୍ରଧାନ(୨୪), ସୁମନ୍ତ ପରିଡ଼ା (୫୫) ଓ ସୌମ୍ୟରଞ୍ଜନ ସାହୁ(୧୯)। ଏମାନଙ୍କ ମଧ୍ୟରୁ ସାଗର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆର ଦୁଇଜଣଙ୍କ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।
ତିନି ମୃତକ ହେଲେ ସାଗର ପ୍ରଧାନ(୨୪), ସୁମନ୍ତ ପରିଡ଼ା (୫୫) ଓ ସୌମ୍ୟରଞ୍ଜନ ସାହୁ(୧୯)। ଏମାନଙ୍କ ମଧ୍ୟରୁ ସାଗର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆର ଦୁଇଜଣଙ୍କ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/10/OXCb42l3CkJM1xvm08j5.png)