ଯାଜପୁର: ଦଶରଥପୁର ଥାନା ଅଞ୍ଚଳରେ ଜଣେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ ନେଇଛି। ଦଶରଥପୁର ଥାନା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ
ମଙ୍ଗଳପୁର ଆଇଆଇସି ଜଗଦୀଶ କରଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଏହାପରେ ଅଭିଯୁକ୍ତ ଅନିଲ ଜେନା ଭୟଭୀତ ହୋଇ କନିଆରି ଫଳ ଖାଇଦେଇଥିଲେ।
ତେବେ ପୁଲିସ ଅନିଲକୁ ଗିରଫ କରିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟଜଣେ ଅଭିଯୁକ୍ତ ନୀତେଶ ଜେନା ଏବେବି ଫେରାର ଅଛନ୍ତି।
arrest
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/24/reywet-4-2025-06-24-14-13-53.jpg)