ନାବାଳିକାଙ୍କୁ ଘରୁ ଉଠାଇ ନେଇ ୧୪ ଦିନ ଦୁଷ୍କର୍ମ କରିବା ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ତଳସରା ପୁଲିସ
ସୁନ୍ଦରଗଡ଼ ଜିଲ୍ଲା ତଳସରା ନାବାଳିକାଙ୍କୁ ଘରୁ ଉଠାଇ ନେଇ ଅନ୍ୟତ୍ର ଏକ ଭଡ଼ା ଘରରେ ରଖି ଦୀର୍ଘ ୧୪ ଦିନ ଜୋରଜବରଦସ୍ତ ଦୁଷ୍କର୍ମ କରିବା ଘଟଣାର ଅଭିଯୁକ୍ତକୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ତଳସରା ପୁଲିସ।
/sambad/media/media_files/2025/03/26/Br0DaQnYt8kfqzZJ1bKu.jpg)
/sambad/media/agency_attachments/2024-07-24t043029592z-sambad-original.webp)