ଜୟପୁର: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ସୁନାବେଡ଼ାରେ ଥିବା ମୁଖ୍ୟ କ୍ୟାମ୍ପସର ଫାଟକ ନିକଟରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଇବା, ପାଣି ସମସ୍ୟା ଏଵଂ ହଷ୍ଟେଲ ଠିକ୍ ପରିଚାଳିତ ହେଉନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ହଷ୍ଟେଲରେ ନିମ୍ନମାନର ଖାଇବା, ପାଣି ସମସ୍ୟା ଏଵଂ ହଷ୍ଟେଲ ଠିକ୍ ପରିଚାଳିତ ହେଉନଥିବା ସମସ୍ୟା ନେଇ କୁଳପତିଙ୍କ ନିକଟରେ ବାରମ୍ବାର ଅଭିଯାଗ କରିଥିଲେ ବି କୌଣସି ସୁଫଳ ମିଳିନଥିବାରୁ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ପୂର୍ବରୁ ମଧ୍ୟ ଏହି ସମସ୍ୟା ନେଇ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ।
ଏସବୁ ସମସ୍ୟା ନେଇ କୁଳପତିଙ୍କ ନିକଟରେ ବାରମ୍ବାର ଅଭିଯାଗ କରିଥିଲେ ବି କୌଣସି ସୁଫଳ ମିଳିନଥିବାରୁ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ପୂର୍ବରୁ ମଧ୍ୟ ଏହି ସମସ୍ୟା ନେଇ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ପ୍ରତିଶ୍ରୁତି ଦେଇ ମଧ୍ୟ କାର୍ଯ୍ୟ ପୂରଣ ହୋଇ ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/11/Q4gNEcIwPHwOlanvYpcc.png)