ଭୁବନେଶ୍ବର:ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବାପୁରୀଜିଲ୍ଲାବଳଙ୍ଗାପୀଡ଼ିତାଙ୍କୁ ଆଜିଦିଲ୍ଲୀଏମ୍ସକୁଏୟାରଲିଫ୍ଟ କରାଯିବ। ଆଜି ଦିନ ୧୨ଟାରୁ ସାଢ଼େ ୧୨ଟା ଭିତରେ ଏୟାରଲିଫ୍ଟ କରାଯିବ। ଏନେଇ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ଆଉ କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭୁବନେଶ୍ବର ଏମ୍ସରେ ପହଞ୍ଚିବେ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଶନିବାରସନ୍ଧ୍ୟାରେକହିଥିଲେ ଯେ,ବଳଙ୍ଗାପୀଡ଼ିତାଙ୍କରଭୁବନେଶ୍ବରଏମ୍ସରେଚିକିତ୍ସାଚାଲିଛି।ତାଙ୍କରଚିକିତ୍ସାଓସ୍ବାସ୍ଥ୍ୟାବସ୍ଥାଉପରେରାଜ୍ୟସରକାରନଜରରଖିଛନ୍ତି।ବର୍ତ୍ତମାନପରିସ୍ଥିତିରେପୀଡ଼ିତାକଥାବାର୍ତ୍ତାକରୁଛନ୍ତି।ସରକାରଙ୍କତରଫରୁସମସ୍ତସୁବିଧାଯୋଗାଇଦିଆଯାଉଛି।ପୀଡିତାଙ୍କଜୀବନରକ୍ଷାପାଇଁସମସ୍ତପ୍ରକାରଉଦ୍ୟମଜାରିରହିଛି।ରାଜ୍ୟସରକାରସମ୍ପୃକ୍ତପୀଡିତାଙ୍କୁଏୟାରଲିଫ୍ଟକରିଦିଲ୍ଲୀଏମ୍ସରେଚିକିତ୍ସାକରିବାପାଇଁପ୍ରସ୍ତୁତଅଛନ୍ତି।
ପୀଡିତାଙ୍କସ୍ୱାସ୍ଥ୍ୟପରିସ୍ଥିତିସମ୍ପର୍କରେରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟବିଭାଗଏବଂସିଏମ୍ଓ ଏବଂ ଏମ୍ସକର୍ତ୍ତୃପକ୍ଷଙ୍କସହିତଯୋଗାଯୋଗରେଅଛନ୍ତି।ତାଙ୍କସ୍ୱାସ୍ଥ୍ୟପରିସ୍ଥିତିସମ୍ପର୍କରେଖବରରଖାଯାଉଛି।ଯଦିତାଙ୍କୁଏୟାରଲିଫ୍ଟକରିବାପାଇଁପରିସ୍ଥିତିଅନୁକୂଳହୁଏଏବଂଏଥିପାଇଁଭୁବନେଶ୍ୱରଏମ୍ସରନିର୍ଦ୍ଦେଶକଅନୁମୋଦନଦିଅନ୍ତି, ତେବେରାଜ୍ୟସରକାରଙ୍କପକ୍ଷରୁତାଙ୍କୁଦିଲ୍ଲୀନେବାପାଇଁସମସ୍ତବ୍ୟବସ୍ଥାକରାଯିବ।
ଗତକାଲି ଗଣମାଧ୍ୟମକୁମୁଖ୍ୟମନ୍ତ୍ରୀମୋହନମାଝୀଶନିବାରସନ୍ଧ୍ୟାରେକହିଥିଲେଯେ, ବଳଙ୍ଗାପୀଡ଼ିତାଙ୍କରଭୁବନେଶ୍ବରଏମ୍ସରେଚିକିତ୍ସାଚାଲିଛି।ତାଙ୍କରଚିକିତ୍ସାଓସ୍ବାସ୍ଥ୍ୟାବସ୍ଥାଉପରେରାଜ୍ୟସରକାରନଜରରଖିଛନ୍ତି।ବର୍ତ୍ତମାନପରିସ୍ଥିତିରେପୀଡ଼ିତାକଥାବାର୍ତ୍ତାକରୁଛନ୍ତି।ସରକାରଙ୍କତରଫରୁସମସ୍ତସୁବିଧାଯୋଗାଇଦିଆଯାଉଛି।ପୀଡିତାଙ୍କଜୀବନରକ୍ଷାପାଇଁସମସ୍ତପ୍ରକାରଉଦ୍ୟମଜାରିରହିଛି।ରାଜ୍ୟସରକାରସମ୍ପୃକ୍ତପୀଡିତାଙ୍କୁଏୟାରଲିଫ୍ଟକରିଦିଲ୍ଲୀଏମ୍ସରେଚିକିତ୍ସାକରିବାପାଇଁପ୍ରସ୍ତୁତଅଛନ୍ତି।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲାବଳଙ୍ଗାଥାନାବାଇଆବରରନାବାଳିକାଜଣକଗତକାଲିପୂର୍ବାହ୍ଣରେନିଜସାଙ୍ଗଘରକୁକୌଣସିକାମରେଯାଉଥିଲା।ଏହିସମୟରେଦୁର୍ବୃତ୍ତମାନେନାବାଳିକାକୁଅନୁସରଣକରିଥିଲେଏବଂଅପହରଣକରିନିଆଁଲଗାଇଦେଇଥିଲେ।ଦେହରେନିଆଁଲାଗିବାପରେନାବାଳିକାଏଣେ ତେଣେଦୌଡ଼ିବାରେଲାଗିଥିଲେ।ତାଙ୍କୁସ୍ଥାନୀୟଲୋକେଉଦ୍ଧାରକରିଥିଲେ।ଗୁରୁତରଅବସ୍ଥାରେନାବାଳିକାଙ୍କୁଉଦ୍ଧାରକରାଯିବାପରେଭୁବନେଶ୍ବରଏମ୍ସକୁସ୍ଥାନାନ୍ତରିତକରାଯାଇଥିଲା।