ଭୁବନେଶ୍ବର: ପାରାଦୀପରେ ବିମାନବନ୍ଦର ପ୍ରତିଷ୍ଠା କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏବିଷୟରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।
ପାରାଦୀପରେ ବିମାନବନ୍ଦର ପ୍ରତିଷ୍ଠା କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏବିଷୟରେ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାରାଦୀପରେ ପେଟ୍ରୋକେମିକାଲ୍ସ ଶିଳ୍ପରେ ଅଧିକ ନିବେଶ ହେବ। ପାରାଦୀପରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ପୁଞ୍ଜିନିବେଶ ବଢ଼ିବ। ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବ।
ସେ କହିଛନ୍ତି, ପାରାଦୀପରେ ପେଟ୍ରୋକେମିକାଲ୍ସ ଶିଳ୍ପରେ ଅଧିକ ନିବେଶ ହେବ। ପାରାଦୀପରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ପୁଞ୍ଜିନିବେଶ ବଢ଼ିବ। ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/02/2lZPulYxI0RtTVEJEthU.jpg)