ଭୁବନେଶ୍ବର: ଆଗକୁ ଅନେକ କିଛି କରିବାର ନୂଆ ଯୋଜନା ରଖିଛୁ। ସେନେଇ ଆଜି ଘୋଷଣା କରିବାର ଥିଲା, ମାତ୍ର ପରେ ତାର ଘୋଷଣା କରାଯିବ। ଆଜି ଦୈନିକ ‘ସମ୍ବାଦ’ର ୪୧ତମ ଓ ‘କନକ ନ୍ୟୁଜ୍’ର ୧୬ଶ ସ୍ବନକ୍ଷତ୍ର ଦିବସ ତଥା ବାର୍ଷିକ ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦିକା ତନୟା ପଟ୍ଟନାୟକ ଏହା କହିଛନ୍ତି।
ଆଗକୁ ଅନେକ କିଛି କରିବାର ନୂଆ ଯୋଜନା ରଖିଛୁ। ସେନେଇ ଆଜି ଘୋଷଣା କରିବାର ଥିଲା, ମାତ୍ର ପରେ ତାର ଘୋଷଣା କରାଯିବ। ଆଜି ଦୈନିକ ‘ସମ୍ବାଦ’ର ୪୧ତମ ଓ ‘କନକ ନ୍ୟୁଜ୍’ର ୧୬ଶ ସ୍ବନକ୍ଷତ୍ର ଦିବସ ତଥା ବାର୍ଷିକ ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦିକା ତନୟା ପଟ୍ଟନାୟକ ଏହା କହିଛନ୍ତି।
ଏଣେ ଏହି ଅବସରରେ ଗ୍ରୁପ୍ ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଛନ୍ତି, ଆମ ପାଖରେ ଭଲ ସହଯୋଗୀ ଥିବା ହେତୁ ଖୁବ୍ ଉତ୍କୃଷ୍ଟ କାମ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/04/untitled-21-2025-10-04-13-10-59.jpg)