ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଗ୍ରାମରେ ବିଳମ୍ବତି ରାତିରେ ଏକ ସଶସ୍ତ୍ର ଡକାୟତି ହୋଇ ଯାଇଛି। ଛଅ ଜଣ ମୁଖାପିନ୍ଧା ଡକାୟତ ଦଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପ୍ରବେଶ କରିଥିଲେ। ବନ୍ଧୁକ ମୁନରେ ପ୍ରଥମେ ଘରେ ଥିବା ଚାରି ଜଣ ଭଡ଼ାଟିଆଙ୍କୁ ବାନ୍ଧି ଦେଇଥିଲେ ଓ ଗୋଟିଏ କୋଠରୀରେ ବନ୍ଦ କରି ରଖି ଦେଇଥିଲେ। ପରେ ତନ୍ନତନ୍ନ କରି ଉପର ମହଲାର ଚାରିଟି କୋଠରୀ କବାଟ ଭାଙ୍ଗି ଆଲମିରା ଭାଙ୍ଗିବା ସହ ଆସବାବପତ୍ର ଓଲଟପାଲଟ କରି ଦେଇଥିଲେ।
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଗ୍ରାମରେ ବିଳମ୍ବତି ରାତିରେ ଏକ ସଶସ୍ତ୍ର ଡକାୟତି ହୋଇ ଯାଇଛି। ଛଅ ଜଣ ମୁଖାପିନ୍ଧା ଡକାୟତ ଦଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ପ୍ରାୟ ୮୦ ଗ୍ରାମର ସୁନାଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।
/sambad/media/media_files/2024/11/15/qesbxlFtN4iqGe6qMhS6.jpeg)
ଛଅ ଜଣ ମୁଖାପିନ୍ଧା ଡକାୟତ ଦଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପ୍ରବେଶ କରିଥିଲେ। ବନ୍ଧୁକ ମୁନରେ ଡକାୟତ ଦଳ ପ୍ରାୟ ୮୦ ଗ୍ରାମର ସୁନାଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)