Advertisment
Leading

ଫଟୋରେ ଦେଖନ୍ତୁ ବାହୁଡ଼ା ଯାତ୍ରାର ଦୃଶ୍ୟ

ଶ୍ରୀକ୍ଷେତ୍ର ସମେତ ଦେଶ-ବିଦେଶରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆୟୋଜନ ହୋଇଛି। ମହାପ୍ରଭୁଙ୍କ ଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି। ଭକ୍ତମାନେ ନିଜନିଜ ଶୈଳୀରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।

 ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ବାହୁଡ଼ା ଯାତ୍ରା
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ବାହୁଡ଼ା ଯାତ୍ରା
Advertisment
ସବସ୍କ୍ରାଇବ କରନ୍ତୁ