ଭଦ୍ରକ: ଭଦ୍ରକ ସହରାଞ୍ଚଳ ଥାନା ଏ ଏସ ଆଇ ସୁଶାନ୍ତ ନାୟକ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଥିବା ଜଣାଯାଇଛି। ଭଦ୍ରକ ଏସପି ମନୋଜ ରାଉତ ସୁଶାନ୍ତ ନାୟକଙ୍କୁ ଆଜି ନିଲମ୍ବିତ କରିଛନ୍ତି।
ଭଦ୍ରକ ସହରାଞ୍ଚଳ ଥାନା ଏ ଏସ ଆଇ ସୁଶାନ୍ତ ନାୟକ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଥିବା ଜଣାଯାଇଛି। ଭଦ୍ରକ ଏସପି ମନୋଜ ରାଉତ ସୁଶାନ୍ତ ନାୟକଙ୍କୁ ଆଜି ନିଲମ୍ବିତ କରିଛନ୍ତି।
ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ ହୋଇଥିଲେ। ଯୁବକଙ୍କୁ ନକଲି ପୁଲିସ କରି ଏକ ମାମଲାର ତଦନ୍ତ କରିବାକୁ ପଠାଇବା ମାମଲାରେ ଭଦ୍ରକ ଏସପି ମନୋଜ ରାଉତ କାର୍ତ୍ତିକ ଜେନାଙ୍କୁ ନିଲମ୍ବିତ କରିଥିଲେ। ନକଲି ପୁଲିସ ଅଧିକାରୀ ଭାବରେ ଗାଁକୁ ଯାଇଥିବା ଯୁବକ ପୀୟୂଷ ପଣ୍ଡା ବି ଗିରଫ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)