ସୁନ୍ଦରଗଡ଼: ଭାରସାମ୍ୟ ହରାଇ ରାସ୍ତାକଡ଼ ଘରେ ପିଟି ହେଲା ବାଇକ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁରେଶ ଚନ୍ଦ୍ର କର୍ତା(୫୦) ଓ ଗୁରୁତର ହେଲେ ଅଭିଷେକ ଭୋଇ (୧୯)।
ଭାରସାମ୍ୟ ହରାଇ ରାସ୍ତାକଡ଼ ଘରେ ପିଟି ହେଲା ବାଇକ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁରେଶ ଚନ୍ଦ୍ର କର୍ତା(୫୦) ଓ ଗୁରୁତର ହେଲେ ଅଭିଷେକ ଭୋଇ (୧୯)। ଉଭୟ ରେଳ ବିଭାଗ କର୍ମଚାରୀ ବୋଲି ସୂଚନା ରହିଛି । ଦ୍ରୁତଗତିରେ ଦୁହେଁ ବାମରା ପଟକୁ ଯାଉଥିବା ବେଳେ ଧରୁଆଡିହି ଥାନା ରାବଣଡିହିରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।
ଉଭୟ ରେଳ ବିଭାଗ କର୍ମଚାରୀ ବୋଲି ସୂଚନା ରହିଛି । ଦ୍ରୁତଗତିରେ ଦୁହେଁ ବାମରା ପଟକୁ ଯାଉଥିବା ବେଳେ ଧରୁଆଡିହି ଥାନା ରାବଣଡିହିରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/26/JdWbWo45lN3n9xf8S0Ja.jpg)