ଗଦିଆ: ଆଜି ରାସ୍ତାରେ ଯାଉଥିବା ସମୟରେ ଏକ ବାଇକ୍ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଓ ଏଥିରେ ତାଙ୍କର ମୃତ୍ୟ ହୋଇଥିବାର ଜଣାଯାଇଛି l
ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ଜିରୀଙ୍ଗାମାଳି ଗ୍ରାମର ଈଶ୍ୱର ମହନ୍ତ (୫୦) ନିଜର କୌଣସି କାର୍ଯ୍ୟରେ ଆସି ଦେଓଗାଁ-ଟାଙ୍ଗୀ ରାସ୍ତାରେ ବାଇକରେ ଯାଉଥିଲେ। ଏହି ରାସ୍ତାର ମଲ୍ଲାର କଲୋନି ପାଖରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବୃକ୍ଷରେ ସିଧସଳଖ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୃର୍ଘଟାନ ଘଟିଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୂର୍ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହେଇଥିଲାl
Dhenkanal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)